ads

Breaking News

ଶିଶୁ ବିକାଶ ପାଣ୍ଠିକୁ ଦାନ କଲେ ସମାଜସେବୀ


 ବେଗୁନିଆ----- ବେଗୁନିଆ ବ୍ଲକର ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘ ପକ୍ଷରୁ ଗଠିତ ହୋଇଥିବା ଶିଶୁ ବିକାଶ ପାଣ୍ଠିକୁ ସମାଜସେବୀ ତଥା ସାମ୍ବାଦିକ ଯୋଗେଶ୍ୱର ପଣ୍ଡା ଏକ ହଜାର ନଗଦ ଅର୍ଥ ରାଶି ପ୍ରଦାନ କରିଛନ୍ତି । ଏହି ପାଣ୍ଠି ଅବହେଳିତ ଶିଶୁ ,ଗରିବ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦେବା ସହ ପାଠ ପଢ଼ାରେ ଯେଭଳି ପ୍ରତିବନ୍ଧକ ସୃଷ୍ଟି ନହୁଏ ସେଥିପ୍ରତି ଯଥେଷ୍ଟ ଯତ୍ନବାନ ରହିଛି । ଆଜିର ଏହି ଅର୍ଥ ପ୍ରଦାନ କାର‌୍ୟ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ରବୀନ୍ଦ୍ର ନାଥ ସାହୁ,ପୂର୍ବତନ ଏବିଓ ବେଣୁଧର ପଣ୍ଡା,ସାମ୍ବାଦିକ ବିବେକାନନ୍ଦ ମିଶ୍ରଙ୍କ  ଉପସ୍ଥିତିରେ ଅର୍ଥରାଶି ପ୍ରଦାନ କରିଥିଲେ ।

ବେଗୁନିଆରୁ ଯୋଗେଶ୍ୱର ପଣ୍ଡା ,୭/୧/୨୦୨୧------ ୬,୨୦


ads

Blog Archive