ads

Breaking News

ଦାରିଙ୍ଗବାଡ଼ି ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ବୈଠକ

 
କନ୍ଧମାଳ---- ଓଡ଼ିଶା ମୋଟର ଚାଳକ ସଂଘ ଶାଖା ଦାରିଙ୍ଗବାଡ଼ି ତରଫରୁ ଡୁଲୁରିଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କନ୍ଧମାଳ ଜିଲ୍ଲା ଉପଦେଷ୍ଟା ଫିଲପ କୁମାର ଦିଗାଳ ,ବାଲିଗୁଡ଼ା ଶାଖା ସଭାପତି ଅଭିରାମ ଦିଗାଳ ,ଦାରିଙ୍ଗବାଡ଼ି ଶାଖା ସଭାପତି ବାବୁଲା ପ୍ରଧାନ, ସମ୍ପାଦକ କିଶୋର ପ୍ରଧାନ  ,କୋଷାଧ୍ୟକ୍ଷ  ସୁରିଆ ପ୍ରଧାନ ଦାରିଙ୍ଗବାଡ଼ି ଶାଖା ର ସମସ୍ତ ସଦସ୍ଯ ପରସ୍ପରକୁ ନୂତନ ବର୍ଷ ର ଅଭିନନ୍ଦନ ଜଣାଇଥିଲେ । ଗାଡି ଚାଳକ ମାନଙ୍କୁ ମଦ୍ୟପାନ ନକରି ଗାଡି ଚଳାଚଳ କରିବା ସରକାରଙ୍କ ଟ୍ରାଫିକ ନିୟମ ମାନି ଗାଡି ଚଲେଇବା ସମୟରେ ଫୋନ୍ ରେ କଥା ନ ହେବା ପାଇଁ ପରାମର୍ଶ ଦିଆଯାଇଛି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ,୧୨/୧/୨୦୨୧---୧୨,୩୫

 ।

ads

Blog Archive