ads

Breaking News

ଡେଲାଙ୍ଗ ବିଜେଡି ଦଳ ପକ୍ଷରୁ ବେରବୋଇ ଗାନ୍ଧୀ ପୀଠରେ ଗାନ୍ଧୀ ଜୟନ୍ତୀ ପାଳିତ


 ଡେଲାଙ୍ଗ ------ ଡେଲାଙ୍ଗ ବିଜେଡି ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କ ନେତୃତ୍ୱରେ ଆତ୍ମାର ସଭାପତି ସୁଧାକର ମାର୍ଥା, କଲ୍ୟାଣପୁର ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ କୁମାର ଜେନା, ଗୋଡିପୁଟ ମାଟିଆ ପଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୁବାସ ନିଶଙ୍କ, ମୋଟରୀ ସରପଞ୍ଚଙ୍କ ପ୍ରତିନିଧି ରମଣୀ ରଞ୍ଜନ ଚମ୍ପତିରାୟ, ଧାନକେରା ସରପଞ୍ଚ ପ୍ରସନ୍ନ କୁମାର ଜେନା,  ପୁର୍ବତନ ସରପଞ୍ଚ ଡେଲାଙ୍ଗ କୋଠବାଡ ଲୋକନାଥ ବେହେରାଙ୍କ ସହିତ ମିଶନ ଶକ୍ତି ମହିଳା ମହାସଂଘର ସଦସ୍ୟାମାନେ ଉପସ୍ଥିତରହିଥିଲେ । ପ୍ରଥମେ ଡେଲାଙ୍ଗ ହାଟ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ପରେ ବେରବୋଇ ସ୍ଥିତ ଗାନ୍ଧୀ ପୀଠରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts