ads

Breaking News

-ପୁରୀ ସ୍ୱର୍ଗଦ୍ୱାରରେ ଆରମ୍ଭ ହେଲା ଉନ୍ନୟନମୂଳକ କାର୍ୟ୍ୟ

   ପୁରୀ-----ପୁରୀ ସ୍ୱର୍ଗଦ୍ୱାରରେ ଆରମ୍ଭ ହେଲା ଉନ୍ନୟନମୂଳକ କାର୍ୟ୍ୟ। ସ୍ୱର୍ଗଦ୍ୱାରରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ପୀଠ ହଟିବା ପରେ ଉନ୍ନୟନମୂଳକ କାର୍ୟ୍ୟ ଆରମ୍ଭ ହୋଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସ୍ମୃତିପୀଠ ସ୍ଥାନରୁ କଳସରେ ମାଟି ସଂଗ୍ରହ କରାଯାଇଛି। ଏଠାରୁ ସଂଗୃହୀତ ମାଟିକୁ ନେଇ ଅର୍ବାନ ହାଟରେ ବିଜୁ ପଟ୍ଟନାୟକ ପାର୍କ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାସହ କୋଲକାତା ଦମଦମ ବିମାନଘାଟିରେ ଥିବା ଡାକୋଟା ବିମାନକୁ ଅର୍ବାନ ହାଟକୁ ଆଣିବା ପାଇଁ ଉଦ୍ୟମ କରାଯାଉଥିବା ଜଣାପଡିଛି । 

 J sehti
puri
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive