ads

Breaking News

ଆଇନଜୀବୀଙ୍କ ପରଲୋକରେ ଶୋକସଭା

ନୀଳଗିରି----ବରିଷ୍ଠ ଆଇନଜୀବୀ ବିରେନ୍ଦ ମିଶ୍ରଙ୍କ ପରଲୋକ ହୋଇଯାଇଛି  । ଆଇନ୍ଜୀବି,ମୋହରରୀ ଗଣ କୋର୍ଟ ବର୍ଜନ କରିବା ସହ ଶୋକସଭା ପାଳନ କରିଛନ୍ତି । ସ୍ୱର୍ଗତ ଶ୍ରୀ ମିଶ୍ରଙ୍କ ଉଦ୍ଦେଶ୍ୟରେ ନୀଳଗିରି ସବ୍ଜଜ୍,ସେସନ୍ସ କୋର୍ଟ,ଏଡିଜେଏମ୍,ଉପଜିଲ୍ଲାପାଳ,ତହସିଲଦାରଙ୍କ କୋର୍ଟ କାର୍ଯ୍ୟ ହୋଇପାରି ନଥିଲା । ନୀଳଗିରି ବାର ଏସୋସିଏସନ୍ର ସଭାପତି ଚିତ୍ତରଂଜନ ଷଡଙ୍ଗୀ ଏବଂ ନୀଳଗିରି ବାର ଏସୋସିଏସନ୍ର ସଭାପତି ମିହିର ରାଉତ,ମୋହରୀର ସଂଘର ସଭାପତି ପୂଣ୍ଣଚନ୍ଦ୍ର ନାୟକଙ୍କ ଦ୍ୱାର ଗଠିତ ସଭାପତି ମଣ୍ଡଳୀ ଦ୍ୱାରା ପରିଚାଳିତ ଏକ ଶୋକସଭା ଅନୁଷ୍ଟିତ ହୋଇଥିଲା ।ଏଥିରେ ଆଇନ୍ଜୀବି ଅମର ପଟ୍ଟନାୟକ,ଅଜୟ ପଟ୍ଟନାୟକ,ଦେବେନ୍ଦ୍ର ପଣ୍ଡା,କିଶୋର ଦାସ,ହରିହର ମହାପାତ୍ର,କ୍ଷରୋଦ ଦାସ,ସୋମନାଥ ନାୟକ,ଅମରେନ୍ଦ୍ର ଦାସମହାପାତ୍ର,ହରେକୃଷ୍ଣ ଜେନା,ରଂଜନ ପଣ୍ଡାଙ୍କ ସମେତ ବହୁ ଆଇନ୍ଜୀବି ଉପସ୍ଥିତି ରହିବା ସଙ୍ଗେସଙ୍ଗେ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ନୀଳଗିରିରୁ ରତିକାନ୍ତ ପରିଡା

ads

Blog Archive