ads

Breaking News

ଚନ୍ଦ୍ରମାଧବ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ; ପିପିଲି ଦଳ ବିଜୟି


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘର ସହଯୋଗରେ ଚନ୍ଦ୍ର ମାଧବ ସ୍ମାରକୀ ଦ୍ୱିତୀୟ ପର୍ଯ୍ୟାୟର ଷଷ୍ଠ କ୍ୱାଟର ମ୍ୟାଚ  । ପିପିଲିର ମହାରାଜା କ୍ରିକେଟ  କ୍ଳବ ସହିତ ତେରହଲ  କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା  । ପିପିଲି କ୍ରିକେଟ କ୍ଳବ ପ୍ରଥମେ ବ୍ୟାଟିଂ କରି  ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୧୩୪ ରନ  କରିଥିଲେ  । ଜବାବରେ  ତେରହଲ କ୍ରିକେଟ ଦଳ ୧୫ ଓଭର ୩ଟି ବଲରେ ସମସ୍ତ  ଉଇକେଟ ହରାଇ  ୯୩ ରନ ସଂଗ୍ରହ କରିଥିଲେ  । ବିଜୟୀ ପିପିଲି ଦଳର କାର୍ତ୍ତିକ ସେଠୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା  । ମା ଚର୍ଚ୍ଚିକା କ୍ରୀଡା କ୍ଳବର ସଦସ୍ୟ ମ୍ୟାନ ଅଫ ଦି ମ୍ୟାଚ  ବିଜେତା ଶ୍ରୀ ସେଠୀଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ  । ଆଜିର ମ୍ୟାଚ  ସୁରେନ୍ଦ୍ର ସାହାଣୀ  ଓ ଗଗନ ବାରିକ ମ୍ୟାଚ ପରିଚାଳନା କରିଥିଲେ  ।
 D senapati

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive