ads

Breaking News

ଶ୍ରୀଜିଉଙ୍କୁ ଦର୍ଶନ କଲେ ପୂର୍ବତନ କ୍ରିକେଟର ଭେଙ୍କଟେଶ ପ୍ରସାଦ

ପୁରୀ---- ଭାରତର ପୂର୍ବତନ କ୍ରିକେଟର ଭେଙ୍କଟେଶ ପ୍ରସାଦ କୋଣାର୍କ ମେରାଇନ ଡ୍ରାଇଭରେ ଆୟୋଜିତ ହୋଉଥିବା ଇକୋ ରିଟ୍ରିଟକ ର କାର୍ଯ୍ୟକ୍ରମ କୁ ଦେଖିବା ସହ ରାତ୍ରୀରେ ମଧ୍ୟ ରହିଥିଲେ। ଆଜି ସକାଳୁ  ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ସ୍ବତନ୍ତ୍ର ଅଧିକାରୀ ଶୁଭ୍ରାଂଶୁ ଶେଖର ପାଢ଼ୀ ଭେଙ୍କଟେଶଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କରାଇଥିବା ଜଣାପଡ଼ିଛି। ଶ୍ରୀଜିଉଙ୍କୁ ଦର୍ଶନ କରି ପୂଜାପାଠ କରି ସେ ଆନନ୍ଦ ଅନୁଭବ କରିଥିବା ପ୍ରକାଶ କରିଛନ୍ତି। କଟକ ବାରବାଟୀରେ ଭାରତ ଓ ଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଶେଷ ଦିନିକିଆ ମ୍ୟାଚରେ ଘୋଷକ ଭାବେ ଯୋଗ ଦେବେ ବୋଲି ସୂଚନା ମିଳିଛି । 

 J sheti
puri
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts