କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ
ପିପିଲି -ପିପିଲି ବ୍ଲକ ଅଧିନସ୍ଥ ସଂପୁର ପଞ୍ଚାୟତର ରାଜତେଇ ବାଲି ପଡିଆଠାରେ ୩୫ ଲକ୍ଷ ଟଙ୍କା ଅଟକଳ ମୁଲ୍ୟରେ ନୁତନ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭୁମି ପୁଜା ସ୍ଥାନିୟ ବିଧାୟକ ପ୍ରଦୀପ ମହାରଥୀ କରିଛନ୍ତି । ସମ୍ମାନିତ ଅତିଥିଭାବେ ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ, ଉପାଧକ୍ଷ ଯୁଧୀଷ୍ଠିର ସ୍ୱାଇଁ,ଜିଲ୍ଲା ପରିଷଦ ସଭ୍ୟା ଗିତାଞ୍ଜଳି ଦାଶ,ମଣ୍ଡଳ ଉନ୍ନୟନ ଅଧିକାରୀ ଆଦିକନ୍ଦ ବେହେରା ସହକାରୀ ନିବାର୍ହି ଯନ୍ତ୍ରୀ ସୁବାଷ ଚନ୍ଦ୍ର ସ୍ୱାଇଁ,ସମବାୟବିତ୍ ସଦାଶିବ ଦାଶ,ସରପଞ୍ଚ ଲକ୍ଷ୍ମଣ ମଲ୍ଲିକ,ସମିତିସଭ୍ୟ କାର୍ତିକ କୁମାର ମଲ୍ଲିକ ଯୁବ ନେତା ଆର୍ତତ୍ରାଣ ସାମନ୍ତରାୟ,ବିଜେଡି ଉପସଭାପତି ପିପିଲି ବ୍ଲକ ଡା ଚିନ୍ମୟ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତ ରହିଥିଲେ ।କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଯଥା ଶିଘ୍ର ସମ୍ପୁର୍ଣ କରିବା ପାଇଁ ବିଧାୟକ ଶ୍ରୀଯୁକ୍ତ ମହାରଥି ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର



