ads

Breaking News

ଡେଲାଙ୍ଗରେ ପୁର୍ବତନ ପ୍ରଧାନ ବିଚାରପତି

ଡେଲାଙ୍ଗ-----ଭାରତର ସର୍ବୋଚ୍ଚ ନ୍ୟାୟାଳୟ ତଥା ସୁପ୍ରିମକୋର୍ଟର ପୁର୍ବତନ ପ୍ରଧାନ ବିଚାରପତି  ଶ୍ରୀଯୁକ୍ତ ଗୋପାଳ ବଲ୍ଲଭ ପଟ୍ଟନାୟକ ନିଜର ଜନ୍ମସ୍ଥାନ ଡେଲାଙ୍ଗ ବ୍ଲକର ଘୋରଡିଆ ଗ୍ରାମକୁ ଆସିଥିଲେ  । ଜନ୍ମସ୍ଥାନ ତଥା ପୈତୃକ ଗ୍ରାମଠାରେ ତାଙ୍କୁ ସ୍ୱାଗତ କରା ଯାଇଥିଲା । ଗ୍ରାମରେ ଥିବା  ରାଧାକାନ୍ତ ଦେବ ମଠରେ ପୁଜାର୍ଚ୍ଚନା କରି କଟକ ଫେରି ଯାଇଛନ୍ତି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive