ads

Breaking News

ସତ୍ୟବାଦୀରେ ମଟର ସାଇକେଲ ତନଖି ଆରମ୍ଭ


D Senapati
Sakhigopal 
 ସାକ୍ଷୀଗୋପାଳ---ସତ୍ୟବଦୀ ଥାନା ଅ୍ରାଗରେ ସତ୍ୟବାଦୀ ପୋଲିସ ମଟର ସାଇକେଲ ଚେକ୍ିଂ କରାଯାଇଛି । ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥ ୩୧୬ନଂରେ ମଙ୍ଗଳବାର ସଂଧ୍ୟାରେ ସତ୍ୟବାଦୀ ଥାନା ଅଧିକାରୀ ଶକୁନ୍ତଳା ପତିଙ୍କ ତତ୍ୱବଧାନରେ ପୋଲିସ ଚେକ୍ିଂ କରିିଛି । ଗାଡିର କାଗଜପତ୍ର, ହେଲେମେଣ୍ଟ, ଲାଇସ୍କେନେ ଓ ଗାଡିର କାଗଜପତ୍ର ତନକି କରାଯାଇଥିଲା  । ଏହା ସହିତ ମଦ୍ୟପ, ତିନିଜଣ ବସିକିଯିବା ଆଦ, ଗାଡି ଚଳେଇବା ସମୟରେ ଫୋନରେ କଥାବାର୍ତ୍ତା ଆଦି ଉପରେ ଗୁରୁତ୍ୱ ଦିଆଯାଇଥିଲା  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive