ପୂର୍ବଶ୍ରତୁତାକୁ ନେଇ ମାରପିଟ; ଦୁଇ ଗିରଫ
ଡେଲାଙ୍ଗ-----ଡେଲାଙ୍ଗ ଥାନା ଅନ୍ର୍ତ୍ଗତ ଅରିଶଲ ଗ୍ରାମ ପଞ୍ଚାୟତର ଜୟପୁର ଗ୍ରାମରେ ଦୁଇ ପରିବାର ମଧ୍ୟରେ ପୂର୍ବ ଶ୍ରତୁତାକୁ ନେଇ ମାରପିଟ ହୋଇଛନ୍ତି । ଦୁଇ ପକ୍ଷଙ୍କ ପଟୁ ଥାନାରେ ଦୁଇଟି କେସ ରୁଜ କରାଯାଇଛି । ଟୁନି ପରିଡାଙ୍କ ଅଭିଯୋଗ କ୍ରମେ ୨୩୪/୧୯ରେ କେସରୁଜ କରି ଶିବାନନ୍ଦ ପରିଡା ଗିରଫ ହୋଇଥିବା ବେଳେ ଶ୍ରତୁଘ୍ନ ପରିଡାଙ୍କ ଅଭିଯୋଗ କ୍ରମେ ୨୩୫/୧୯ରେ ଏକ କେସରୁଜ କରି ରବିନ୍ଦ୍ର ପରିଡାଙ୍କୁ ଗିରଫ ହୋଇଥିବା ଜଣାପଡିଛି । ସେମାନଙ୍କ ଜାମିନ ନା ମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଯାଇଥିବା ଡେଲାଙ୍ଗ ଥାନା ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ଠାରୁ ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି


