ads

Breaking News

ପିପିଲିରେ ଯୋଗଦେଲେ ନୂତନ ବିଡିଓ

ପିପିଲି-ପିପିଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ନୁତନ ମଣ୍ଡଳ ଉନ୍ନୟନ ଅଧିକାରୀ ଭାବେ ଡ.ଗୈାରବମୟ ପ୍ରଧାନ ଯୋଗ ଦେଇଛନ୍ତି ।  ପୁର୍ବତନ ବିଡିଓ ଆଦିକନ୍ଦ ବେହେରା ଡ.ପ୍ରଧାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ଜଣାପଡିଛି ।  ପିପିଲି ମଣ୍ଡଳ ଉନ୍ନୟନ ଅଧିକାରୀ ଆଦିକନ୍ଦ ବେହେରାଙ୍କ ବାଲିପାଟଣା ବ୍ଲକକୁ ବଦଳି ହେବାପରେ ତାଙ୍କ ସ୍ଥାନରେ ଖଣ୍ଡପଡା ବ୍ଲକର ବିଡିଓ ଡ. ପ୍ରଧାନଙ୍କୁ ନିଯୁକ୍ତି କରାଯାଇଛି ।  ନୂତନ ବିଡିଓ ଙ୍କୁ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧୀ ଆର୍ତବନ୍ଧୁ ସାମନ୍ତରାୟ ବିଜେଡି ଉପସଭାପତି ଡା.ଚିନ୍ମୟ ମହାପାତ୍ର ଫୁଲ ତୋଡା ଦେଇ ସ୍ୱାଗତ କରିଛନ୍ତି ।
 B mohapatra
pipili 
ପିପିଲିରୁ ବିଜୟ କୁମାର ମହାପାତ୍ର 

ads

Blog Archive