ads

Breaking News

ଆନନ୍ଦପୁରର ୨ଟି ଗାଡିରୁ ୭୭ଗୋରୁ ଉଦ୍ଧାର

R parida
nilagri

ନୀଳଗିରି–––––କେନ୍ଦୁଝର ଆନନ୍ଦପୁର ଥାନା ଅଧିନସ୍ଥକିରପୁର ହାଟରେ ୨ଟି ଗାଡିରେ ବାହାରୁକୁ ଚାଲଣା ହେଉଥିବା  ଦୁଇଟି ଗାଡିରୁ ୭୭ଟି ଗୋରୁ ଉଦ୍ଧାର କରିଛନ୍ତି  କେନ୍ଦୁଝର ଜିଲ୍ଲାପ୍ରଶାସନ ପୋଲିସ ପ୍ରଶାସନ ମିଳିତ ଭାବେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଚଢାଉ କରି ଘଟଣାସ୍ଥଳରୁ ୪ଜଣଙ୍କୁ ଗିରକରିବାରେ ସକ୍ଷମ ହୋଇଛିଏଉଦ୍ଧାର ଗୋରୁଗୁଡିକୁ ନୀଳଗିରି ଧୋବଶିଳାସ୍ଥିତ ମାଭାରତୀ ଗୋ ଅଭୟ୍ୟାରଣ୍ୟ ଗୋଶାଳାରେ ରଖିଥିବାର ଜଣାପଡିଛି ଉକ୍ତ ଗୋଶାଳାରେ ପୂର୍ଣ୍ଣଚନ୍ଦ୍ର ରାଉତ ସମସ୍ତ ଗୋରୁ ମାନଙ୍କର ସେବା କରୁଥିବାର ପ୍ରକାଶ କରିଛନ୍ତି
ନୀଳଗିରିରୁ ରତିକାନ୍ତ ପରିଡା 

ads

Blog Archive