ନୟାଗଡ଼ ବଲାଙ୍ଗି ବନ୍ଧ ପାର୍କ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଆଲୋଚନା
ନୟାଗଡ଼----ଆଜି ସକାଳୁ ମାନ୍ୟବର ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ନୟାଗଡ଼ ଜିଲ୍ଲାର ବଲାଙ୍ଗି ବନ୍ଧ ପାର୍କରେ ପହଞ୍ଚି ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାପାଇଁ ଆଲୋଚନା କରିଥିଲେ।ପାର୍କର ସମସ୍ତ ପ୍ରସ୍ତୁତି କାର୍ଯ୍ୟକୁ ଅନୁଧ୍ୟାନ କରିବା ସହ କାର୍ଯ୍ୟକୁ ଯଥାଶୀଘ୍ର ସମାପ୍ତ କରିବାପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।ନୟାଗଡ଼ ଜିଲ୍ଲାପାଳ ଡଃ ପୋମା ଟୁଡୁ,ଡିଏଫଓ ପ୍ରମୁଖ ମନ୍ତ୍ରୀ ଡ଼ଃ ସାହୁଙ୍କ ସହ ଆଲୋଚନା କରିଥିଲେ।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ



