ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ହେଲେ ସତ୍ୟନାରାୟଣ ପ୍ରଧାନ
ନୟାଗଡ଼-----ନୟାଗଡ଼ ଜିଲ୍ଲାର ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବରେ ଆଜି ରଣପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସତ୍ୟନାରାୟଣ ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି
।ଆଜି ନୟାଗଡ଼ ଜିଲ୍ଲା ଡିଆରଡିଏ ଅଫିସରେ ଆନୁଷ୍ଠାନିକ ଭାବେ ଶ୍ରୀଯୁକ୍ତ ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏଥିରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ,ଜିଲ୍ଲାପାଳ ଡଃ ପୋମା ଟୁଡୁ,ସମସ୍ତ ଜିଲ୍ଲା ପରିଷଦ ତଥା କର୍ମୀ ଯୋଗ ଦେଇଥିଲେ।
![]() |
| Natagarh |



