ads

Breaking News

ନୟାଗଡ଼ ସ୍ୱାଭିମାନ ମଞ୍ଚ ତରଫରୁ ଶୋଭାଯାତ୍ରା



 S daeli
Nayafarh 
ନୟାଗଡ଼----ନୟାଗଡ଼ ଜିଲ୍ଲାର ସ୍ୱାଭିମାନ ମଞ୍ଚ ତରଫରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜାତୀୟ ନାଗରିକ ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ନଥି ସମ୍ବିଧାନକୁ ସମର୍ଥନ କରି ଶତାଧିକ କର୍ମୀ ଆଜି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଲୋକମାନଙ୍କୁ ସଚେତନ କରାଇଥିଲେ। ଏହି ଶୋଭାଯାତ୍ରାରେ ନୟାଗଡ଼ ସ୍ୱାଭିମାନ ମଞ୍ଚର ଆବାହକ ସନ୍ତୋଷ କୁମାର ପ୍ରଧାନ,ଦେବାଶିଷ ପାତ୍ର, ଅଚ୍ୟୁତ ପଣ୍ଡା,ଭଗବାନ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଆରକ୍ଷୀ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପରିଶେଷରେ ନୟାଗଡ଼ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। 
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive