କୃଷକ ଉତ୍ଥାନ ସମିତିର ବାର୍ଷିକ ଉତ୍ସବ
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲାର ସତ୍ୟବାଦୀର ଅଗ୍ରଣୀ କୃଷିକ ଉତ୍ଥାନ ସମିତିର ବାର୍ଷିକ ଉତ୍ସବ ସୋମବାର ଦିନ ସତ୍ୟବାଦୀ ପଞ୍ଚସଖା ପାଠାଗାର ଗୃହରେ ପାଳିତ ହେବ । ଏଥିରେ ସତ୍ୟବାଦୀ ବିଧାୟକଙ୍କ ସହିତ ବିଭିନ୍ କୃଷକ ନେତା , ସମାଜସେବୀ ଓ ବ୍ଳକ ଅଧ୍ୟକ୍ଷାଙ୍କ ସହିତ ଅନ୍ୟ ପଞ୍ଚାୟତ ଜନପ୍ରତିନିଧି ମାନେ ଯୋଗ ଦେବାରୁ କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ସମ୍ପାଦକ ଯଯାତି କେଶରୀ ରାୟଙ୍କ ଠାରୁ ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


