ads

Breaking News

ନାଗରିକତା ସଂଶୋଧନ ଆଇନ ଵିରୋଧରେ ବିକ୍ଷୋଭ।

ପୁରୀ---- -କେନ୍ଦ୍ର ସରକାରଙ୍କ ଦ୍ବାରା ଗୃହୀତ ନାଗରିକତା ସଂଶୋଧନ ଆଇନ ଏବଂ ଏନ ଆର ସି ଆଭିମୁଖ୍ୟ ବିରୋଧରେ ଏବଂ ଏହାର ପ୍ରତ୍ୟାହାର ଦାବି ନେଇ  ସଭାପତି ସେକ ମୁସ୍ତାକ ଅଲ୍ଲୀ ଏବଂ କାଳନ୍ଦୀ ମହାନ୍ତି ଙ୍କ ନେତୃତ୍ୱରେ ଗୋପ, ନିମାପଡ଼ା, କାକଟପୁର ଅଞ୍ଚଳ ର ହଜାର ହଜାର ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କ ସହ ଗୋପ ଜୋନର ସିପିଆଇ ଦଳ ନେତା ଓ କର୍ମୀମାନେ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗୋପ  ନିକଟସ୍ଥ କୁସୁପୁର ପ୍ରେଟୋଲ ପମ୍ପ ଠାରୁ ଶତାଧିକ ଲୋକ ବ୍ୟାନର ଓ ପ୍ଲାକାର୍ଡ ମାନ ଧରି ରାଜରାସ୍ତାରେ ମୋଦି ସରକାର ସାମ୍ପ୍ରଦାୟିକ ତୃଷ୍ଟି କରଣ ନୀତି ବିରୁଦ୍ଧରେ ବିଭିନ୍ନ ନାରାବାଜି କରି ଗୋପ ବ୍ଳକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ସେଠାରେ ପ୍ରତିନିଧି ଦଳ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗୋପ ବିଡିଓ ଦୀପ୍ତି ରାଣୀ ଦାସ ଙ୍କୁ ପ୍ରଦାନ କରିଥିଲେ। ପୁରୀ ରୁ ଜୟନ୍ତ କୁମାର ସେଠୀ
 j sehti
puri

ads

Blog Archive