ବିଜେପୁର ଉପନିର୍ବାଚନରେ ୭୨% ମତଦାନ
ବରଗଡ--- ବରଗଡ ଜିଲ୍ଲାର ବିଜେପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଶେଷ ହୋଇଯାଇଛି । ୨୮୫ଟି ମତଦାନ କେନ୍ଦ୍ରରେ ଶାନ୍ତିଶୃଙ୍ଖଳା ସହିତ ମତଦାନ ହୋଇଛି । ସେପରି କୌଣସି ଅଘଟଣ ଘଟିନାହିଁ । ସକାଳୁ କିଚି ବୁଥରେ ମତଦାନ ହାର କମ ଥିବା ବେଳେ ଅପରାହ୍ନରେ ମତଦାନ ସଂଖ୍ୟା ବଡିଯାଇଥିଲା । ଏହି ଉପନିର୍ବାଚନରେ ୭୨% ମତଦାନ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି ।
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ


