ads

Breaking News

ତିନିନେତାଙ୍କ ଭାଗ୍ୟ ମେସିନ ମଧ୍ୟରେ


 N Das
Baragrha news
 ବରଗଡ-- ବରଗଡ ଜିଲ୍ଲାର ବିଜେପୁର ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଯାଇଛି । ଭୋଟ ଦେବା ପାଇଁ ଭୋଟରଙ୍କ ମାନଙ୍କ ମଧ୍ୟରେ ଆଗ୍ରହ ଦେଖାଯାଇଛି । ଯାହାକି ୭୨ % ମତଦାନ ହୋଇଛି  । ଏବେ ତିନି ଦଳୀୟ ନେତାଙ୍କ ଭାଗ୍ୟ ଇଭିଏମ ମଧ୍ୟରେ ସୁରକ୍ଷିତ ଭାବେ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ  

ads

Blog Archive