 |
| Baragrha News |
ବରଗଡ-- ବରଗଡ ଜିଲ୍ଲାର ବିଜେପୁର ଉପନିର୍ବାଚନ ପାଇଁ ଆଜି ମତଦାନ ଶେଷ ହେବା ଆଗରୁ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡ ମାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେନ୍ଦ୍ର ବୁଥନଂ ୯୮କୁ ଯାଇ ନିଜର ମତଦାନ କରିଛନ୍ତି । ବିଜେଡି ଓ ବିଜେପି ଦଳକୁ ଅଞ୍ଚଳବାସି ବାସନ୍ଦ କରି କଂଗ୍ରେସ ଦଳକୁ ଜାତୀୟ ଦଳ ଭାବେ ଗ୍ରହଣ କରି ବିପୁଲ ଭାବରେ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ଶ୍ରୀ ପଣ୍ଡା ଆଶା କରିଛନ୍ତି । ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ