 |
| Baragrha News |
ବରଗଡ--- ବରଗଡ ଜିଲ୍ଲାର ବିଜେପୁର ଉପନିର୍ବାଚନ ପାଇଁ ଆଜି ମତଦାନ ଶେଷ ହେବାକୁ ଆଉ ଅଳ୍ପ ସମୟ ବାକି ରହିଛି ।ବିଜେଡି ପ୍ରାର୍ଥିନୀ ରୀତା ସାହୁ ତାଙ୍କ ନିଜର ମତଦାନ କେନ୍ଦ୍ର ବରପାଳି ସମଲେଶ୍ୱରୀ ୟୁଜିୟୁପି ବିଦ୍ୟାଳୟ ବୁଥ ନଂ୨୧ରେ ନିଜର ମତଦାନ ଦେଇଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଅଗାଢ଼ ବିଶ୍ୱାସ ରହିଛି । ସେ ଦେଇଥବା ଜବାବ ନିଶ୍ଚୟ କାର୍ଯ୍ୟକାରୀ ହୋଇଛି । ଏହାକୁ ସେ ପାଥେୟ କରି ବିଜେଡି ନିଶ୍ଚୟ ବିଜୟ ଲାଭ କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ