କଲେଜ ଛାତ୍ରୀଙ୍କୁ ମାଡ
ସମ୍ବଲପୁର---- ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ୭ରୁ ୮ଜଣ ଯୁବକ ଏକ ନିଛାଟିଆ ସ୍ଥାନରେ ନିସ୍ତୁକ ପିଟୁଥିବା ଭିଡିଓ ଏବେ ସମ୍ବଲପୁରରେ ମୋବାଇଲ୍କୁ ମୋବାଇଲ୍ ଘୁରି ବୁଲୁଛି । ମାତ୍ର ଏହା କେଉଁ ଅଞ୍ଚଳର ସଠିକ ଜଣାପଡିନାହିଁ ।
ଧୀରେନ୍ଦ୍ର ସେନାପତି