ads

Breaking News

ଦୁଇ କନଷ୍ଟେବଲ ନିଲମ୍ବିତ

କଟକ----- ଜଗତସିଂହପୁର ଥାନାର ଦୁଇ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ହେଲେ ସଂଗ୍ରାମ ରାଉତ ଏବଂ ଗୌରାଙ୍ଗ ରାଉତ ।  ଗତ ୬ତାରିଖରେ ଜଣେ ଅଭିଯୁକ୍ତଙ୍କୁ  କୋର୍ଟ ଚାଲାଣ ବେଳେ ଖସି ପଳାଇଥିଲେ ।  ତେଣୁ କନଷ୍ଟେବଲଙ୍କ ଦାୟିତ୍ବହୀନତା ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।

ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts