ads

Breaking News

କାରଗିଲ ବିଜୟ ଦିବସରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବୃକ୍ଷ ରୋପଣ ଓ ସଭ୍ୟ ସଂଗ୍ରହ ଅଭିଯାନ


ବରଗଡ--- ବରଗଡ ଜିଲ୍ଲାର ଅତାବିରା କଲେଜ ସମ୍ମୁଖରେ ବିଜେପିର ଯୁବମୋର୍ଚ୍ଚା ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଂଗଠନର ସଦସ୍ୟତା ସ୍ରଂଗହ ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ବିଜେପି  ଯୁବମୋର୍ଚ୍ଚାରେ ଶତାଧିକ ଯୁବ ମାନେ  ସାମିଲ ହୋଇଥିବାର ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବମୋର୍ଚ୍ଚାର ସଭାପତି ପ୍ରିତେଶ ବୋହିଦାର , ଜିଲ୍ଲା ସଦସ୍ୟତା ପ୍ରମୁଖ ନିରୋଜ ବାରିକ, ବିଜେପି ନେତା ମିଲନ ସେଠ, କୁଶ କୁମ୍ଭାର, ବଳରାମ ଭୁଏ, ସୁଶାନ୍ତ ମିଶ୍ର, ସୁରେନ ପ୍ରଦାନ, ଯଶୋବନ୍ତ ସେଠ, କୌଶିକ ମହାକୁର, ପୁଷ୍କର ଶର୍ମା, ବିକାଶ ଶର୍ମା, କୁନାଲ ପାଣିଗ୍ରାହୀ, ବିଶ୍ୱ ଭୋଇ, ରୋହିତ ବାରିକ, ଅଜିତ ପତି, ଖିରେଶ୍ୱରୀ ସ୍ୱାଇଁ, ବିଦ୍ୟାଧର ପ୍ରଧାନ, ସୁରେନ ଭୋଇ, ଅଜର୍୍ୁନ ବାଗ, ଶିଶିର ପ୍ରଧାନ, ବିବେକ ବାଗ ଓ ଗୁଣନିଧି ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ  ।
ବରଗଡରୁ ନବୀନ ଦାଶଙ୍କ ରର୍ପୋଟ

ads

Blog Archive

Popular Posts