ads

Breaking News

ରୋଡ ଡିଭାଇଡର ଉପରେ ଚଡିଗଲା କାର

ଭୁବନେଶ୍ବର ----- ଭୁବନେଶ୍ରର ଏଜି ଛକରେ ଏକ କାର ଭାରସାମ୍ଯ ହରାଇ ରାସ୍ତା କରରେ ଥିବା ଡିଭାଇଡର ଉପରେ ଚଡି ଯାଇଛି । କାହାରି କିଛି କ୍ଷତି ହୋଇନାହିଁ । ପୋଲିସ ଦୁର୍ଘଟଣା ଗସ୍ତ କାରଟିକୁ ଜବତ କରିଛି ।
ଧୀରେନ୍ଦ୍ର ସେନାପତି

ads

Blog Archive