ads

Breaking News

ଜେସିବି ଓପିକଅପ ଭ୍ଯାନ ମଧ୍ଯରେ ଧକ୍କା ; ଅଳ୍ପକେ ବତ୍ତିଲେ ଭ୍ୟାନ ଚାଳକ

ଓଡ଼ଗାଁ –-----ଭୁବନେଶ୍ୱର ----  ଭଞ୍ଜନଗର ରାଜ୍ୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ କାହାରକିଛି ହୋଇନଥବା ବେଳେ ପିକଅପ ଭ୍ଯାନଟି କ୍ଷତିଗସ୍ତ ହୋଇଛି  । ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଏକ ମହିନ୍ଦ୍ରା ମାକ୍ସ ପିକଅପ ଭ୍ୟାନ ଓଡି ୨୩ଡି ୭୫୫୦ ଫ୍ଲିପକାର୍ଟ ପାର୍ଶଲ ନେଇ ଯାଉଥିଲା ।ଭୋର ପ୍ରାୟ ୪ଟା ସମୟରେ କୋମଣ୍ଡ ପଲିଟେକନିକ ନିକଟରେ ଏକ ବିପରୀତ ଦିଗରୁ ଆସୁଥିବା ଜେସିବି ସହିତ  ଧକା ହୋଈଥିଲା । ଫଳରେ ପିକଅପ ଭ୍ୟାନ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଜମି ଭିତରେ ପଶି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ସୂଚନାଯୋଗ୍ୟ ଯେ ପିକଅପ ଭ୍ୟାନର ଡ୍ରାଇଭର ଅକ୍ଷୟ କୁମାର ଦାସ, ବୟସ୩୪ ବର୍ଷ ଘର କଟକ ଜିଲ୍ଲା ଅନ୍ତର୍ଗତ ନେମାଳ ଗ୍ରାମର ସୁରକ୍ଷିତ ରହିଛନ୍ତି ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts