ads

Breaking News

ଜାରି ରହିବ କୋହଲା ପାଗ


ଭୁବନେଶ୍ବର----- ଜାରି ରହିବ କୋହଲା ପାଗ । ବଡ଼ ବର୍ଷା ନ ଥିଲେ ମଧ୍ୟ ଚଳିତ ସପ୍ତାହରେ ସାରା ରାଜ୍ୟରେ ସ୍ବଳ୍ପ ବର୍ଷା ଲାଗିରହିବ । ମଙ୍ଗଳବାର ଅର୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ତେବେ ଏହାପରେ ପାଗରେ ପରିବର୍ତନ ଆସିବ ।  ୧୦ ତାରିଖରେ ସେଭଳି ବର୍ଷା ହେବାର ନାହିଁ। ୧୧ ତାରିଖ ବେଳକୁ ସାମାନ୍ୟ ବଢ଼ର୍ଷା ହେବ ବୋଲି ଆକଳନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଧୀରେନ୍ଦ୍ର ସେନାପତ

ads

Blog Archive