କୃଷ୍ଣପ୍ରସାଦ ବ୍ଲକ୍ କହ୍ନେଇପୁର ଗାଁରେ ସିରିଜ୍ ବୋମାମାଡ଼
ପୁରୀ ------- ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ କହ୍ନେଇପୁର ଗାଁରେ ସିରିଜ୍ ବୋମାମାଡ଼ । ଦୁଇ ଗୋଷ୍ଠୀ ପକ୍ଷରୁ ୧୦ ରୁ ଉର୍ଦ୍ଧ୍ବ ବୋମାମାଡ଼ ହୋଇଛି । ଏଥିରେ ଉଭୟ ପକ୍ଷର ୬ ଜଣ ଗୁରୁତର ହୋଇଛନ୍ତି ।ସେମାନଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କାରଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।


