ads

Breaking News

ଆଜି ସଂଧ୍ୟା ୫ଟାରେ ନିର୍ବାଚନ ବେଗୁଲ ବାଜିପାରେ

ଭୁବନେଶ୍ୱର--- ଆଜି ସଂଧ୍ୟା ୫ଟା ସମୟରେ ମୁଖ୍ୟ ନିର୍ବାଚନ କମିଶନର ପ୍ରେସ ମିଟ ଡାକିଛନ୍ତି । ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋଡାଙ୍କ ସହିତ ଅନ୍ୟ ନିର୍ବାଚନ ଆୟୁକ୍ତ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ଆଗାମୀ ସାଧାରଣ ନିର୍ବାଚନକୁ  ଦୃଷ୍ଟରେ ରଖି ୩୯ ପଞ୍ଜୀକୃତ , ଅଣସ୍ୱୀକୃତି ରାଜନୈତିକ ଦଳର ଚିହ୍ନକୁ ସ୍ୱୀକୃତି ମିଳିଥିବା ଜଣାପଡିଛି  । ଏହି ପ୍ରେସ ମିଟକୁ ନଜର କରି ନିର୍ବାଚନ ବେଗୁଲ ବାଜିବ ବୋଲି ଅନୁମାନ କରାଯାଉଛି  ।
 ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts