ads

Breaking News

ଆମ ପୁଲିସ ସମିତି ପକ୍ଷରୁ ସେଛାକୁତ ରକ୍ତଦାନ ଶିବିର :୯୦ ୟୁନିଟ ରକ୍ତ ସଂଗ୍ରହ



ଭଞ୍ଜନଗର-- ସଂପ୍ରତି ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ରକ୍ତ ଭଣ୍ଡାରରେ ସୃଷ୍ଟି ହୋଇଥିବା ରକ୍ତ ଅଭାବକୁ ପୂରଣ କରିବା ଲକ୍ଷ୍ୟରେ ତାରଶିଂ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାଶଙ୍କ ପୌରହିତ୍ୟରେ ଆମ ପୁଲିସ ସମିତି ପକ୍ଷରୁ ଥାନା ପରସରରେଏକ ସେଛାକୁତ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇଯାଇଛି । ଏହି ଶିବିରରେ  ସେଛାକୁତ ଭାବେ ୯୦ ୟୁନିଟ ରକ୍ତ ସଂଗ୍ରହ ହେଇଥିଲା ।  ଲୋକଙ୍କ ସୁରକ୍ଷା ସହ ରକ୍ତଦାନ ଭଳି ମହାନ୍ କାର୍ଯ୍ୟ  ।ତାରସିଂ ଓ ଆଖପାଖ ଅଞ୍ଚଳର ଯୁବକ ସମେତ ପୁଲିସ କର୍ମଚାରୀମାନେ ରକ୍ତଦାନ କରିବା ସହ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ବିଜୁ ଜନତା ଦଳର ଯୁବ ସଂଗଠକ ରାଜକିଶୋର ସାହୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ବମିତ୍ର ହରପାଲ ଜଗନ୍ନାଥପ୍ରସାଦ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୂପ କୁମାର ପଣ୍ଡା ସମେତ ପୁଲିସ କର୍ମଚାରୀ ସରପଞ୍ଚ ଉପସ୍ଥିତ ଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୬/୨୦୨୩---୮,୫୫ Sakhigopal News,5/6/2023

ads

Blog Archive

Popular Posts