ads

Breaking News

ବଧୂହତ୍ୟା ଅଭିଯୋଗରେ ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କୁ ନିଦ୍ଧେର୍ଶରେ ଖଲାସ

ଭଞ୍ଜନଗର--- ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ଦେବଦତ୍ତ ପଟ୍ଟନାୟକ ବଧୂହତ୍ୟା ଅଭିଯୋଗରେ ଅଭିଯୁକ୍ତଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବାରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଗତବର୍ଷ  ଜୁଲାଇ ମାସ ୨୬ ତାରିଖ ଦିନ ବୁଗୁଡ଼ା ଥାନା ଅଧୀନ ବାଲିପଦର ଠାରେ ଯୌତୁକ ଜନିତ ହତ୍ୟା ହୋଇଥିବ ନେଇ ମୃତ ରାଧାରାଣୀ ମହାରଣାଙ୍କ ବାପା ସନ୍ୟାସୀ ମହରାଣା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ଆସିକା ଅଞ୍ଚଳରେ ରହୁଥିବା ରାଧାରାଣୀଙ୍କ ସ୍ବାମୀ ବିରୁପାକ୍ଷ ମହାରଣାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବିରୁପାକ୍ଷ ବିରୋଧରେ ମାମଲା ରୁଜୁ କରିବା ସହ ଦଫା ୪୯୮ ଏ,୩୦୪ ବି,୩୦୬,୪୦୬ ଏବଂ ୪ ରେ ମୋଟ ୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିବା ସହ ପ୍ରମାଣ ଆଧାରରେ ବିରୁପାକ୍ଷକୁ ନିର୍ଦ୍ଦେଶରେ ଖଲାସ କରିଥିବା ମୁଦାଲା ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ରବିନ୍ଦ୍ର ନାଥ ଦାସ ଓ ହୃଷିକେଶ ପ୍ରଧାନ ସୂଚନା ଦେଇଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୩/୨୦୨୩----୭,୧୦ Sakhigopal News,29/3/2023

ads

Blog Archive

Popular Posts