ads

Breaking News

ଅଜଣା ବ୍ୟକ୍ତି ର ଶବ କୁ ଜବଦ କଲା ଋଷୁଡ଼ା ପୋଲିସ



ବରଗଡ଼--- ବରଗଡ ଜିଲ୍ଲା  ଭେଡେନ ଥାନା ଅନ୍ତର୍ଗତ ରୁଷୁଡା ଫାଣ୍ଡି ଅଧିନସ୍ଥ ବୈଇପୁର ଓ ଦେଶ ଭଟଲି ଗ୍ରାମ ର ମଧ୍ୟରେ ଥିବା  ଝାଇଁଜୋର ବ୍ରିଜ ନିକଟରେ ଏକ ଅଜଣା ବ୍ୟକ୍ତି ର  ପୋଡା ଶରୀର କୁ ଜବତ କରିଛି ଋଷୁଡ଼ା ଫାଣ୍ଡି ଅଧିକାରୀ ଅନୁପରଞ୍ଜନ ବରେଇ। ଲୋକଙ୍କ କହିବା ଅନୁସାରେ, ଏକ କାର ରେ ଆସି ମୃତ ଶରୀର କୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇ  ଫେରାର ହୋଇଯାଇଥିଲେ। 

ଘଟଣା ସ୍ଥଳରେ ଭେଡେନ ଥାନା ଅଧିକାରୀ ସଂଗୀତା ମହାପାତ୍ର .ବରଗଡ ଆଡିସିନାଲ ଏସ ପି ପ୍ରଦ୍ୟୁମ୍ନ ମିଶ୍ର, ସମ୍ବଲପୁର  ସାଇଣ୍ଟିଫିକ୍ ଟିମ ଓ ଡଗ ସ୍କୁଆଡ ଟିମ।  ମାଜିଷ୍ଟ୍ରେଟ ଭାବରେ ଭେଡେନ ନେପାଳ ଚନ୍ଦ୍ର ମୁଣ୍ଡା ଘଟଣା ସ୍ତଳ ପହଂଚି ଅଛନ୍ତି । .ଶବ ବ୍ଯବଛେଦ ପାଇଁ ବରଗଡ ସରକାରୀ  ଡାକ୍ତରଖାନା କୁ ପଠାଇ ଦିଆଯାଇଛି ।  ଭେଡେନ ଥାନା  ର କେସ ନମ୍ବର ୯୭ ମାମଲା ରୁଜୁ କରାଯାଇ  ତଦନ୍ତ ଜାରି ରହିଛି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୩/୨୦୨୩----୧୦,୪୦ Sakhigopal News,29/3/2023

ads

Blog Archive

Popular Posts