କେନ୍ଦପାଲି ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ର ଛାତ୍ରଛାତ୍ରୀ ବୃତ୍ତି ପାଇବାରେ ସଫଳ ହୋଇଛନ୍ତି
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ କେନ୍ଦପାଲି ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ର ତୃତୀୟ ଶ୍ରେଣୀ ର ସ୍ଵରିତ ପଧାନ ଓ ପଞ୍ଚମ ଶ୍ରେଣୀ ର ବନିତା ବାରିକ ଓ ମୋହିତ ପାତ୍ର ୨୧/୨୨ ର ସରକାରୀ ବୃତ୍ତି ପାଇବା ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିରେ ବିଦ୍ୟାଳୟ ର ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା, ପ୍ରଧାନ ଆଚାର୍ଯ୍ଯ ଆଶିଷ କୁମାର ଷଡଙ୍ଗୀ ଓ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ଛାତ୍ର ଛାତ୍ରୀ ମାନଙ୍କ ଶୁଭକାମନା ଜଣାଇବା ସହିତ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୨/୨୦୨୩---୮,୫୦ Sakhigopal News,6/2/2023



