ads

Breaking News

କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପ୍ରତିବାଦରେ ସଭା


ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ଅଫିସ୍ ଠାରେ କେନ୍ଦ୍ର ବିଜେପି ସରକାରଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବ ପରିବାରର ମୁଣ୍ଡ ପିଛା ୫ କେଜି ଚାଉଳ କାଟ ପ୍ରତିବାଦରେ  ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଜେଡି ପକ୍ଷରୁ ଏହାର ନେତୃତ୍ୱ ନେଇଥିଲେ ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ, ସଂକ୍ରିଡା ପେକ୍ସ ର ସଭାପତି ସୁବ୍ରତ ଚାନ୍ଦ, ସମିତି ସଭ୍ୟ ଚାଷୀଗିରି ନଈ, ସରପଞ୍ଚ ଜୟନ୍ତୀ ସେଠ, ପୁର୍ବତନ ସରପଞ୍ଚ ଶୁସାନ୍ତ କୁମାର ସାହୁ, କଳ୍ପନା କଠାର, ସଚିନ ପୁରୋହିତ,ଏସ ରାମକୃଷ୍ଣ, ଦେବେନ ପୁରୋହିତ ଏହା ସହିତ ବହୁସଂଖ୍ୟକ ହିତାଧିକାରୀ ଯୋଗ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୨/୨୦୨୩ ----୯,୧୦ Sakhigopal News,18/2/2023

ads

Blog Archive

Popular Posts