ads

Breaking News

ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଥୁଆପାଲିର ଛାତ୍ରଛାତ୍ରୀ ବୃତ୍ତି ପାଇଛନ୍ତି


 ବରଗଡ଼---  ବରଗଡ ଜିଲ୍ଲା ଭେଡେନ ବ୍ଲକ ରା ବରଗଡ ଜିଲ୍ଲା ଭେଡେନ ବ୍ଲକ ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଥୁଆପାଲି ର ତୃତୀୟ ଶ୍ରେଣୀ ର ଡିଲେଶ୍ଵର ବାଗ, ପଞ୍ଚମ ଶ୍ରେଣୀ ସାହିଲ ନଈ ଓ ଲିସାରାଣୀ ଦାଶ ଛାତ୍ର ଛାତ୍ରୀ ମାନେ ୨୦୨୨ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଲତାଗିରୀ ନଈ ଓ ସମସ୍ତ ଗୁରୁଜୀ, ଗୁରୁମା ମାନେ ଛାତ୍ରଛାତ୍ରୀ ମାନକଂ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୨/୨୦୨୩----୮,୨୫ Sakhigopal News,4/2/2023

ads

Blog Archive

Popular Posts