ads

Breaking News

ସି. ଆର.ପି.ଏଫ ଅଷ୍ଟମ ବାଟାଲିୟନ ପକ୍ଷରୁ ଜନ ସମ୍ପର୍କ ଶିବିର

 
କନ୍ଧମାଳ---  କନ୍ଧମାଳ ଜିଲ୍ଲା କୋଟଗଡ଼ ଠାରେ ସି. ଆର.ପି.ଏଫ ଅଷ୍ଟମ ବାଟାଲିୟନ ପକ୍ଷରୁ ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ସି.ଆର.ପି.ଏଫ ଅଷ୍ଟମ ବାଟାଲିୟନ କମାଣ୍ଡେଣ୍ଟ ପିୟୁଷ ଭରଦ୍ୱାଜ ଙ୍କ ନିର୍ଦେଶ କ୍ରମେ ସି.ଆର.ପି.ଏଫ ଓ ଜନସାଧାରଣ ଙ୍କ ମଧ୍ୟରେ ସୁସମ୍ପର୍କ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସେକେଣ୍ଡ ଇନ କମାଣ୍ଡ ସଂଜୀବ ଚୌଧୁରୀ, ବ୍ଲକ ଅଧ୍ୟକ୍ଷା ପିଙ୍କି କଂହର, ଜିଲ୍ଲା ପରିଷଦ ସଭ୍ୟ ଜିରିମୟ ସୁନାମାଝି,କୋଟଗଡ଼ ସରପଞ୍ଚ ଶ୍ୱେତଲିନା ସୁକାମାଝି ସମେତ କୋଟଗଡ଼ ସି.ଆର.ପି.ଏଫ କ୍ୟାମ୍ପ ର ଯବାନ,ପୋଲିସ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହିଥିଲେ l ଏହି ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ମାଧ୍ୟମରେ ସି.ଆର.ପି.ଏଫ ପକ୍ଷରୁ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ  ରିପୋର୍ଟ, ୨୪/୧/୨୦୨୩---୮,୪୫ 
Sakhigopal News,24/1/2023

ads

Blog Archive

Popular Posts