ads

Breaking News

ବିଜେପି କୃଷକମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତିଙ୍କୁ ସାକ୍ଷୀଗୋପାଳରେ ଭବ୍ୟ ସମ୍ୱର୍ଦ୍ଧନା



 
ସାକ୍ଷୀଗୋପାଳ ---ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ତଥା  ସାଂସଦ ରାଜକୁମାର ଚହରଙ୍କ ଜଗନ୍ନାଥ ଦର୍ଶନ କରିବା ପାଇଁ ଯିବା ସମୟରେ ସାକ୍ଷୀଗୋପାଳ ଠାରେ ତାଙ୍କୁ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ କାମକ୍ଷା ପ୍ରସାଦ ପ୍ରଧାନଙ୍କ ନେତୃତ୍ୱରେ ଭବ୍ୟ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଜେପି କୃଷକମୋର୍ଚ୍ଚାର ଶତାଧିକ କାର୍ଯ୍ୟକର୍ତ୍ତା ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ଶ୍ରୀ ଚହରଙ୍କୁ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା କୃଷ୍ଣ ଜଗଦେବ, ଦୀପକ ଶତପଥି,ପ୍ରାଚୁଯ୍ୟ ହୋତା, ପ୍ରତାପ ଦାସ,ଶ୍ରୀନିବାସ ପାତ୍ର,ପ୍ରକାଶ ଆଚାର୍ଯ୍ୟ, ସୁରଥ ବେହେରା, ଗଙ୍ଗାଧର ଛାଟୋଇ, ଲଖନ ବେହେରା, ଚିତ୍ରସେନ ବରାଳ, ଦୁଶାସନ ସାହୁ, ବିଶ୍ୱଜିତ ସ୍ୱାଇଁ, ରାଜୀବ ଲୋଚନ ଷଡ଼ଙ୍ଗୀ, ଅକ୍ଷୟ ମହାନ୍ତି, ବିଶ୍ୱଜିତ ଜଗଦେବ, କୃଷ୍ଣ ସାହୂ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ର ଦେଖାଯାଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୧/୨୦୨୩-----୭,୩୫ Sakhigopal News,23/1/2023

ads

Blog Archive

Popular Posts