ads

Breaking News

ଆଶା କର୍ମୀମାନେ ବିଭିନ୍ନ ଦାବିନେଇ ନୂଆଗଡ଼ିଆସାହିମେଡିକାଲରେଧାରଣା : ପ୍ରତିଶୃତି ପରେ ଧାରଣାରୁ ଉଠିଲେ ଅଶାକର୍ମୀ




ନୟାଗଡ---ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ଼ିଆସାହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଓଡିଶା ଆଶାକର୍ମୀ ସଂଘ ସିଆଇଟିୟୁ ଖଣ୍ଡପଡ଼ା ବ୍ଲକ କମିଟି ତରଫରୁ ବିଭିନ୍ନ ଦାବିରେ ଧାରଣା ଦିଆ ଯାଇଥିଲା।ଦାବି ମଧ୍ୟରେ ମାସିକ ପ୍ରୋତ୍ସାହନ ରାଶି ପ୍ରତି ମାସର10ତାରିଖ ସହ ସବିଶେଷତଥ୍ୟ ନ ଦେବା ଓ ଆଶା ଶାଢ଼ୀ ପାଇଁ ଅର୍ଥ ରାଶି, ଗ୍ରସ୍ତ ଖର୍ଚ୍ଚ, ବିଭିନ୍ନ କାର୍ଯ୍ୟ କ୍ରମର ବକେୟା ସହାୟତା, ବକେୟା ତାଲିମ ପ୍ରାପ୍ୟ2020ଓ21ମସିହାର ବକେୟା ମାସିକ ପ୍ରୋତ୍ସାହନ ରାଶି ଆଦିମିଳି ନଥିବାରୁଏଥିରେ ଅସନ୍ତୋଷ ପ୍ରକାଶ କରି ବାରମ୍ବାର ଅଭିଯୋଗ କରି କୌଣସି ସୁଫଳ ନ ମିଳିବାରୁ ଏହାର ପ୍ରତିବାଦରେ ଧାରଣା ଆରମ୍ଭ ହୋଇଛି ।ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତଧାରଣା ଚାଲିବ ବୋଲି କୁହା ଯାଇ ଥିଲା।ତେବେ ଏହି ଧାରଣା ଘଟଣା ସମ୍ପର୍କରେ ଜିଲା ମୁଖ୍ୟଚିକିତ୍ସା ଧିକାରୀଙ୍କ ନିର୍ଦ୍ଦେଶ କ୍ରମେ, ସ୍ୱାସ୍ଥ୍ୟ କେନ୍ଦ୍ରରମେଡ଼ିକାଲ ଅଫିସର ଅଭିସାର ପଣ୍ଡା ଦାବି ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ। ଏହା15ଦିନମଧ୍ୟରେ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏହା ପରେ ଧାରଣାରୁ ଅଶାକର୍ମୀ ମାନେଉଠି ଥିଲେ।ଏହିଧାରଣା ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଖଣ୍ଡପଡ଼ା ଥାନା ଅଧିକାରୀ, ରମେଶ ଚନ୍ଦ୍ର ଦେବତା,ଆଡ଼ିସିନାଲ ତହସିଲଦାର,ଖଣ୍ଡପଡ଼ାପ୍ରମୁଖ ଉପସ୍ଥିତ ଥିଲେ।


ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୩୧/୧/୨୦୨୩----୭,୧୦ Sakhigopal News,31/1/2023

ads

Blog Archive

Popular Posts