ads

Breaking News

ଖାଇବା ଦେବା ନାଁ ରେ ଚାଲିଛି ଶୋଷଣ

ଯାଜପୁର---- ଯାଜପୁର ଜିଲ୍ଲା  ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା  ଏକ ଫ୍ୟାମିଲି ରେଷ୍ଟୁରାଣ୍ଟ ଯାହାର ନାମ କ୍ରିଷ୍ଣା ହୋଟେଲ ଖାଇବା ନାଁରେ ସୋ ନିରୀହ ଜନତାଙ୍କୁ ଲୁଟି ଚାଲିଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି ।ଟଙ୍କାର ମୂଲ୍ୟ ହିସାବରେ ଖାଦ୍ୟ ନିମ୍ନମାନର ବୋଲି ହୋଟେଲରେ ଖାଉଥିବା ଲୋକେ ଅଭିଯୋଗ କହନ୍ତି। ପ୍ରତିବାଦ କଲେବି ହୋଟେଲ କର୍ମଚାରୀ ଓ ମାଲିକ୍ ନାଲି ଆଖି ଦେଖାନ୍ତି । ସୂଚନା ଥାଉକି ଦିନରେ ଫ୍ୟାମିଲି ରେଷ୍ଟୁରାଣ୍ଟ ଓ ରାତିରେ ଚାଲିଚି ବେଆଇନ ମଦ ବେପାର କିନ୍ତୁ ଏଠି ଜନସାଧାରଣ ରେ ପ୍ରଶ୍ନ ଉଠୁଚି ଯେ,ପ୍ରଶାସନ ସବୁ ଜାଣିଶୁଣି ଚୁପ୍ ଚାପ୍ କାହିଁକି? ନା ହୋଟେଲର ସ୍ତାନୀୟ ପ୍ରଶାସନ ସହ ଚାଲିଛି ମଧୁ ଚନ୍ଦ୍ରିକା .... ଯାହାକି ନିରୀହ ଲୋକଙ୍କ ଜୀବନ୍ ଓ ଜିବିକା ଉପରେ ପଡୁଚି ପ୍ରଭାବ । ଜାତୀୟ ରାଜପଥ କଡରେ ଏଭଳି ହୋଟେଲରୁ  ମଦ୍ୟପାନ ପାନ କରି ଗାଡି ଚାଳନା କରିବା ଦ୍ୱାରା ଅନେକ୍ ଦୁର୍ଘଟଣାରେ ସମ୍ମୁଖିନ ହେଉଛନ୍ତି ।
 ତେବେ ଆମେ ଆଶା କରିବା ଖବର ପ୍ରସାରଣ ପରେ ଯାଜପୁର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ରାଜପଥ ପାର୍ଶ୍ୱରେ ଗଢିଉଠି ଥିବା ଏଭଳି ଫ୍ୟାମିଲି ରେଷ୍ଟୁରାଣ୍ଟ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବ । ଯାଜପୁର ରୁ

ads

Blog Archive

Popular Posts