ads

Breaking News

ଭୁବନେଶ୍ୱର ରେ ପହଁଞ୍ଚିଲା କରୋନା ଟୀକା


ଭୁବନେଶ୍ୱର---- ଭୁବନେଶ୍ୱର ରେ ପହଁଞ୍ଚିଲା କରେନା ଟୀକା । ବହୁ ପ୍ରତୀକ୍ଷା ପରେ ଏବେ ଆସିଛି ଟାଟା । କରୋନା ହାରିବ ଆମେ ଜିତିବା । କରୋନା କାଳରେ ଆସିଲା ସବୁଠାରୁ ବଡ ଖୁସି ଖବର । ଓଡ଼ିଶାରେ ପହଁଚିଲା କରୋନା ଟୀକା covisild ।ଆଜି ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଛି । ପୁଣେ ରୁ ଭୁବନେଶ୍ୱର କୁ ସ୍ୱତନ୍ତ୍ର spice ଜେଟ ବିମାନରେ ଆସିଛି ଏହି ଟୀକା ।ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଟୀକା ପହଞ୍ଚିବା ପରେ ସମଗ୍ର ରାଜ୍ୟରେ ଟୀକା ବିତରଣ କରିବ ସ୍ୱାସ୍ଥ୍ୟ ବିଭାଗ ।୧୬ ହେବ ଟୀକାକରଣ ।

ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି ,୧୨/୧/୨୦୨୧----- ୪,୧୫

ads

Blog Archive