ads

Breaking News

ବଳଙ୍ଗା ପୋଲିସକୁ ମିଳିଛି ବଡ଼ ସଫଳତା

 
ପିପିଲି----- ବଳଙ୍ଗା ପୋଲିସ କୁ ପୁଣି  ଦ୍ଵିତୀୟ ସଫଳତା ମିଳିଛି । ବଳଙ୍ଗା ଥାନା ସମରେନ୍ଦ୍ ପାଇକରାୟ ଏକ ଚୋର ଗ୍ୟାଙ୍ଗର ସଦସ୍ୟ ମାନଙ୍କୁ ଠାବ କରିବା ସହିତ ସେମାନଙ୍କ ଠାରୁ ୬୬ ହଜାର ଟଙ୍କା.୭୦ଟି ମୋବାଇଲି. ସୁନାଚେନ. ସୁନା ମୁଦି ସମେତ ଅନେକ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛନ୍ତି । ଏହି ଘଟଣାରେ ଜଡ଼ିତ  ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କାରି କୋର୍ଟ ଚାଲାଣ କରିଥିବା ପିପିଲି ଏସଡିପିଓ ଦେବଦତ୍ତ ବରାଳ ଏକ ପ୍ରେସ ମିଟରେ ପ୍ରକାଶ କରିଛନ୍ତି । ପିପିଲି ରୁ ବିଜୟ କୁମାର ମହାପାତ୍ର, ୧୧/୧/୨୦୨୧----- ୬,୨୦

ads

Blog Archive