ads

Breaking News

ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ଧାରଣା ମଞ୍ଚ


  ଡେଲାଙ୍ଗ -----ଏ, ଆଇ,କେ, କେ, ଏମ, ଏସ ତରଫରୁ ରେଞ୍ଚ ପଞ୍ଚାୟତ ଅନ୍ତର୍ଗତ ଯୋକନଡୁଆ ଗ୍ରାମରେ ଏକ ଧାରଣା ମଞ୍ଚ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଯୋଗ ଦେଇଥିବା ଚାଷୀ ମାନଙ୍କୁ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ସମ୍ପର୍କରେ ଆଲେଚନା କରାଯାଇଥିଲା । ଆଲୋଚନାରେ ଯୋଗ ଦେଇ କମ୍ରେଡ ତ୍ରିନାଥ ପ୍ରଧାନ, ପଦ୍ମନାଭ ପଣ୍ଡା, ପ୍ରଶାନ୍ତ ବେହେରା ଓ ଟୁକୁନା ବେହେରା ପ୍ରମୁଖ ଯୋଗଦେଇ ସଂପ୍ରତି ବିଜେପି ସରକାର ଆଣିଥିବ ତିନୋଟି କୃଷକ ବିରୋଧୀ କଳା ଆଇନ ଗୁଡିକ ରଦ୍ଦ କରିବା ପାଇଁ ଦାବି କରିବା ସହିତ ଆଗାମୀ ଦିନରେ ବ୍ୟାପକ ଚାଷୀ ଆନ୍ଦୋଳନ କରିବା ପାଇଁ ଚାଷୀ ମାନଙ୍କୁ ଆହ୍ୱାନ କମ୍ରେଡ ଶ୍ରୀ ପ୍ରଧାନ ଅନୁଷ୍ଠିତ ସଭାରେ କହିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,୧୯/୧/୨୦୨୧---୬,୧୫

ads

Blog Archive

Popular Posts