ଜଟଣୀ ଜନକଲ୍ୟାଣ ସଂଘ ତରଫରୁ ପ୍ରତିଭା ଅନ୍ୱେଷଣର ପୁରସ୍କାର ବିତରଣ
ଜଟଣୀ -- ଜଟଣୀ ଜନକଲ୍ୟାଣ ସଂଘ ତରଫରୁ ପ୍ରତିଭାଅନ୍ୱେଷଣ ର ପୁରଷ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଯୁବ ସମାଜସେବି ମହେଶ୍ୱର ପ୍ରଧାନ ମୁଖ୍ୟ ଅତିଥି ,ମୁଖ୍ୟ ବକ୍ତା ବରିଷ୍ଟ ସାମ୍ବାଦିକ ଯୋଗେଶ ନାୟକ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଶିବୁ ରଥ, ସାହିତ୍ୟିକ ନରେନ୍ଦ୍ର ମୁଦୁଲି ସମାଜଗଠନରେ ଯୁବପିଢିର ଭୁମିକା ବିଷୟରେ ଆଲୋଚନା କରିଥିଲେ । ଖୋର୍ଦ୍ଧା ଜିଲ୍ଲା ମାନବସେବା ଫାଉଣ୍ଡେସନ ର ସଭାପତି ଓ ଜଟଣୀ ଜନକଲ୍ୟାଣ ସଂଘର ସଂଗଠକ ନବୀନ୍ କୁମାର ମହାପାତ୍ର ସଭାପତିତ୍ୱ କରିବା ସହ Kzmfତରଫରୁ ଜଟଣୀରେ ଏକ ଭିକାରୀ ଶୟନକକ୍ଷ ପ୍ରତିଷ୍ଟା ପାଇଁ ପ୍ରତିଶୃତି ଦେଇଥିଲେ । ଜଟଣୀ ଜନକଲ୍ୟାଣ ସଂଘର ଯୁଗ୍ମ ସଂପାଦକ ଶୁରେସ ଜେନା ଓ ଖୋର୍ଧାଜିଲ୍ଲା ମାନବସେବା ଫାଉଣ୍ଡେସନ ର ସଂପାଦକ ତପନ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସମାଜସେବି ଶିବୁରଥ,ପ୍ରଦିପ୍ତ ପଟନାୟକ,ଯୋଗେଶନାୟକ,ପ୍ରଶାନ୍ତ ମନ୍ତ୍ରୀବେହେରା,ମଧୁସୁଦନ ରାୟ ସମ୍ବର୍ଦ୍ଧିତ ହେବାସହ କାର୍ଯ୍ୟକ୍ରମକୁ କଜନକଲ୍ୟାଣ ସଂଘର ସଭାପତି m d karimପରିଚାଳନା କରିଥିଲେ। ରତିଯୋଗି ସଂ ,ଗିତା ପଶ୍ଚିମକବାଟ ,ସୁଭମ୍ ସେଠୀ, ହିମାଂସୁ ପଟ୍ଟନାୟକ,ବାଦଲ ,ଅନୁରାଧା ପାଟସାଣୀ,ସୁଦର୍ସନ ପ୍ରଧାନ,ରୁଦ୍ରସାମଲ,ଆକାସମହାରଣା,ଅବିନାସ ପାତ୍ର,ପୁରଷ୍କୃତ ହୋଇଥିଲେ ,ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ମନୋଜବାରିକ,ସନାତନ ନାୟକ,କୋଷାଧକ୍ଷ ଅରୁପାନନ୍ଦ ,ଯୁଗ୍ମ ସଂପାଦକ ଭବାନୀ ଶଙ୍କର,ସଭ୍ୟ ଗଣେଶ ପରିଡା,ଏମ୍ଡି ସାଜନ ସହୋଯୋଗ କରିଥିଲେ
ଜଟଣୀ -ରଙ୍ଗନାଥ ବେହେରା ,୧୮/୧୨/୨୦୨୦----୧୨,୦୫



