- ନନ୍ଦ ଲାଲ ଜୀଉ ମଠରେ ଅଷ୍ଟ ପ୍ରହରୀ ଓ ନାମଯଞ
ବରୀ-----ଯାଜପୁର ଜିଲ୍ଲା ବରୀ ବ୍ଳକ ଅଧିନ ଭଅଂରା ପଞ୍ଚାୟତ ଭଅଁର ଗ୍ରାମର ବହୁ ପୁରାତନ ଶ୍ରୀଶ୍ରୀ ନନ୍ଦଲାଲ ଜୀଉ ମଠରେ ପବିତ୍ର ଧନୁ ସଂକ୍ରାନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ନନ୍ଦଲାଲ ଙ୍କ ଷୋଡ଼ଶ ଉପଚାର ପୂଜା,ହୋମ, ଅଷ୍ଟ ପ୍ରହରୀ ,ନାମ ସଂକିତନ ଅନୁଷ୍ଠିତ ହୋଇଯାଇଛି। ଏହି ମଠରେ ପୂଜକ ଭାବେ ରାମେଶ୍ୱର ଦାସ ମହାରାଜ ପ୍ରଜା ଅର୍ଚ୍ଚନା କରୁଥିବା ବେଳେ ଗ୍ରାମବାସୀ ପ୍ରତିବର୍ଷ ସହଯୋଗ କରିଥିଲେ ।
ବରୀରୁ ଦର୍ଶନ ବେହେରା ,୧୮/୧୨/୨୦୨୦----୧୦.୫୦




