ads

Breaking News

ଗଞ୍ଜେଇ ଚାଲାଣକୁ ନେଇ ଦୁଇ ଗିରଫ



ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ବିଭାଗ ଗଞ୍ଜେଇ ଜବତ କରିଛି। ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ୧୮ କିଲୋ ଗଞ୍ଜେଇ ଜବତ ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଯୋଗ୍ୟ ବିହାର ସାହାନଗଞ୍ଜୁ ଜିଲ୍ଲାର ଦୁଇଜଣ ବ୍ୟକ୍ତି ଭୋଳା ଯାଦବ(୫୬) ଏବଂ କିରଣ ଯାଦବ(୨୪) ବ୍ରହ୍ମପୁର ଜାତୀୟ ରାଜପଥ ୧୬ରେ ଗଞ୍ଜେଇ ଧରି ବସକୁ ଅପେକ୍ଷା କରିଥିଲେ । ଅବକାରୀ ଗୁଇନ୍ଦା ବିଭାଗ କୌଣସି ସୂତ୍ରରୁ  ଖବର ପାଇ ଅଧିକାରୀ ମାନେ ସେମାନଙ୍କୁ କାବୁ କରିଥିଲେ। ସେମାନଙ୍କ ନିକଟରୁ ୧୯ କିଲୋ ଗଞ୍ଜେଇ ଜବତ କରି ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନେ ସିମିଳିଗୁଡାରୁ ଗଞ୍ଜେଇ ନେଇ କଟକ ଦେଇ ବିହାର ଚାଲାଣ କରାଯାଇଥିଲା ବୋଲି ଗୁଇନ୍ଦା ବିଭାଗ ଅଧିକାରୀ ହୃଦ ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି । ବ୍ରହ୍ମପୁର ରୁ ଆଶିଷ କୁମାର ସାହୁ , ୧୮/୧୨/୨୦୨୦----୭,୦୦

ads

Blog Archive

Popular Posts