ads

Breaking News

ସାତଶଙ୍ଖ ବଜାରରୁ ନାବାଳକ ଉଦ୍ଧାର

ପିପିଲି--- ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ବଜାରରେ ପିପିଲି ପୋଲିସ ଶନିବାର ରାତିରେ ପ୍ରାଟୋଲିଂ କରୁଥିବା ସମୟରେ ଏକ ୧୦ ବର୍ଷର ବାଳକ ବୁଲୁଥିବାର ଦେଖିଥଲେ । ସଙ୍ଗେ ସଙ୍ଗେ ଶିଶୁଟିକୁ ଧରି ପଚାରା ପଚରି କରିବାରୁ ତାର ଘର ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ବୋଲି ଜଣାପଡିଥିଲା । ଏ ସମ୍ପର୍କରେ ନା ବାଳକର ବାପାଙ୍କୁ ଡକାଯାଇ ତାଙ୍କୁ ତାଙ୍କ ପୁଅକୁ ହସ୍ତାନ୍ତର କରାଯାଇଥିବା ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କ ଠାରୁସୁଚନା ମିଳିଛି ।

ପିପିଲିରୁ ବିଜୟ କୁମାର ମହାପାତ୍ର, ୨୦/୧୨/୨୦୨୦---୯,୨୦

ads

Blog Archive

Popular Posts