ads

Breaking News

ବ୍ଳକ ସ୍ତରୀୟ ପଲସ ପୋଲିଓ ଓ କୋଭିଡ ଟୀକା କରଣ ପାଇଁ ପ୍ରସ୍ତୁତି ବୈଠକ


 ସାକ୍ଷୀଗୋପାଳ----- ସତ୍ୟବାଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହ ପରିସରରେ ବ୍ଳକ ସ୍ତରୀୟ ପଲସ ପୋଲିଓ, କୋଭିଡ ଟୀକାକରଣ ଓ ଗାଁ କଳ୍ୟାଣ ସମିତି ସମ୍ବନ୍ଧୀୟ ଏକତ୍ରୀ କରଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ଳକ ଅ୍ମକ୍ଷା ସସ୍ମିତା ପ୍ରଧାନ ସଭାପତିତ୍ୱ କରିଥିଲେ । ବିଡିଓ କ୍ଷୀରୋଦ କୁମାର ବେହେରା, ମେଡିକାଲ ଉନିଚାର୍ଯ୍ୟ ଡଃ. ବିଶ୍ୱଜିତି ମିଶ୍ର ଙ୍କ ସହିତ  ସହକାରୀ ଶିକ୍ଷା ଅଧିକାରୀ , ଶିଶୁ ମହିଳା ପ୍ରକଳ୍ପ କାର୍ଯ୍ୟାଳୟର ସୁପରଭାଇଜର ମିତା ନାଗ , ମହିଳା ଓ ପୁରୁଷ  ସ୍ୱାସ୍ଥ୍ୟକର୍ମୀ ଓ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ ବିଭାଗର ସୁପରଭାଇଜର , ଅଙ୍ଗନୱାଡି କର୍ମୀ ମାନେ ଯୋଗ ଦେଇଥିଲେ । ବିଶେଷ କରି ପଲସ ପୋଲିଓ ଓ କୋଭିଡ ଟଈକା କରଣ ଯେପରି ସଠିକସମୟରେ ଠିକ ଭାବେ ପରିଚାଳନା କରାଯିବ ସେ ଦିଗପ୍ରତି ନଜର ଦେବାକୁ ବ୍ଳକ ଅ୍ମକ୍ଷା କହିଥିଲେ ।  କାର୍ଯ୍ୟକ୍ରମକୁ ପିଏଚଇ ଓ ମ୍ୟାଡମ ପରିଚାଳନା କରିଥିଲେ ।  ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୧୮/୧୨/୨୦୨୦-------୬.୦୮

ads

Blog Archive