ads

Breaking News

ଭାରତରତ୍ନ ଡ଼.ବାବା ସାହେବ ଆମ୍ବେଦକରଙ୍କ 64ତମ ତିରୋଧାନ ଦିବସ ପାଳନ


 
କଳାହାଣ୍ଡି----- କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଟିପିଗୁଡା ଠାରେ ଆମ୍ବେଦକର ପ୍ରେମି  ମାନଙ୍କ ତରଫରୁ ତିରୋଧାନ ଦିବସ ପାଳିତ ହୋଇଯାଇଛି ।  ଏହି ସାଧାରଣ ସଭାରେ ଅବସରପ୍ରାପ୍ତ ପୋଲିସ କର୍ମଚାରି ହାତିରାମ ଦୁର୍ଗା ସମେତ କୈବଲ୍ୟ ଦୁର୍ଗା, ପ୍ୟାରୀଲାଲ ନାଏକ, ମୁରଲୀ ମଙ୍ଗରାଜ, ରାଜେଶ ମଙ୍ଗରାଜ, ନାରାୟଣ ଦୁର୍ଗା, ମୋତିଲାଲ ଦୁର୍ଗା ପ୍ରମୁଖଙ୍କ ସମେତ ମାଁ ଭଉଣୀ ମାନେ ମଧ୍ୟ ଯୋଗ ଦେଇଥିଲେ । ପ୍ରଥମେ  ବାବାସାହେବଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।  ଆଜିର ଏହି ଐତିହାସିକ ଦିନରେ ବକ୍ତାଗଣ ବାବାସାହେବଙ୍କ କର୍ମମୟ ଜୀବନ ରେ ଅନୁପ୍ରାଣିତ ହୋଇ ତାଙ୍କ ଆଦର୍ଶ ରେ ଆଗେଇ ଯିବାପାଇଁ ବାର୍ତ୍ତା ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ କ୍ରମ କୁ ଧୀମାନ ଧନୀରାମ ଦୁର୍ଗା ପରିଚାଳନା କରିଥିବା ବେଳେ ମନୋଜ କୁମାର ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ , ୬/୧୨/୨୦୨୦----- ୬,୧୫

ads

Blog Archive

Popular Posts