ads

Breaking News

ସୁଆଁଳ ଗ୍ରାମରେ ଯୁବଗୋଷ୍ଠୀଙ୍କ ଦ୍ବାରା ଶୀତ ବସ୍ତ୍ର ବଣ୍ଟନ


ବେଗୁନିଆ–––– ବେଗୁନିଆ ବ୍ଲକ ରାଧାକାନ୍ତପୁର ପାୟତ ଅନ୍ତର୍ଗତ  ସୁଆଁଳ ଗ୍ରାମର ଆରାଧ୍ୟ ଦେବୀ ମା ଖଇରୀ ବଘେଇ ପୀଠରେ ଯୁବଗୋଷ୍ଠୀଙ୍କ ମିଳତ ସହଯୋଗରେ ଗ୍ରାମର ବରିଷ୍ଠ ନାଗରିକ ମାନଙ୍କୁ  ମୁକ୍ତଭାବରେ କମ୍ବଳ ବଣ୍ଟନ କରାଯାଇଥିଲା ପରେ ସେମାନଙ୍କ ପାଇଁ  ଖାଦ୍ୟର ବ୍ୟବସ୍ଥା ମଧ୍ୟ ଥିଲା ଏଥିରେ ଗ୍ରାମର ଶହରୁ ଉର୍ଦ୍ଧ  ବରିଷ୍ଠ ନାଗରିକମାନେ  ଯୋଗ ଦେଇଥିଲେ  ଯୁବକ ମାନଙ୍କର ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକମାନେ ଗ୍ରାମବାସୀ ମାନେ ସାଧୁବାଦ ଜଚ୍ଚାଇଛନ୍ତି
 ବେଗୁନିଆରୁ ଯୋଗେଶ୍ବର ପଣ୍ତା


ads

Blog Archive

Popular Posts